"ମୋ ଓଡ଼ିଶା"
କେଡେ ସୁନ୍ଦର ରାଇଜ ମୋର,
କେଡେ ମଧୁର ମୋ ଭାଷା ।
ବନ୍ଦେ ଉତ୍କଳ ଜନନୀ
ପତ୍ରିକା ପାଇଁ ଲେଖା ପଠାଇବା ସମୟ ପ୍ରତିମାସ ତା ୧ ରୁ ୫ ରିଖ ମଧ୍ୟରେ
"ମୋ ଓଡ଼ିଶା"
କେଡେ ସୁନ୍ଦର ରାଇଜ ମୋର,
କେଡେ ମଧୁର ମୋ ଭାଷା ।
ବନ୍ଦେ ଉତ୍କଳ ଜନନୀ
ଓଡ଼ିଶାର ପ୍ରଥମ ଦେୟମୁକ୍ତ ମାସିକ ପାରିବାରିକ ସାହିତ୍ୟ ଇ-ପତ୍ରିକା
ଓଡ଼ିଶାର ପ୍ରଥମ ଦେୟମୁକ୍ତ ମାସିକ ଶିଶୁ ସାହିତ୍ୟ ଇ-ପତ୍ରିକା
ପ୍ରତିଷ୍ଠାତା ଓ ସମ୍ପାଦକ
ଶ୍ରୀ ରଧାକୃଷ୍ଣ ସାହିତ୍ୟ ସଂସଦ
ମାତା ଇ-ପତ୍ରିକା
ସମ୍ପାଦିକା
ମାତା ଶିଶୁ ସାହିତ୍ୟ ଇ-ପତ୍ରିକା
ସମସ୍ତ ସାହିତ୍ୟ ସ୍ରଷ୍ଟା ଓ ପାଠକଙ୍କୁ ସପ୍ରେମ ପ୍ରଣାମ,
ପ୍ରିୟ ଲେଖକ/ଲେଖିକା ଓ ପାଠକ/ପାଠିକାମାନଙ୍କ ପାଇଁ ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ଓ ମାତା ଇ- ପତ୍ରିକା ପକ୍ଷରୁ ପ୍ରତି ମାସରେ "ମାତା " ସାହିତ୍ୟ ପତ୍ରିକା ଓ ଶିଶୁ ସାହିତ୍ୟ ପତ୍ରିକା ୱେବ୍ ସାଇଟ୍ www.matamagazine.org ମାଧ୍ୟମରେ ପ୍ରକାଶ ପାଉଛି। ଆପଣମାନେ ଓଡିଆ ଭାଷାରେ କବିତା, ଗଳ୍ପ, ପ୍ରବନ୍ଧ ଆଦି ଅନଲାଇନ୍ ମାଧ୍ଯମରେ ପଢୁଛନ୍ତି। ଏବଂ ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ସାହିତ୍ୟ ପ୍ରୋଗ୍ରାମ କରିବା ସହ ଅନୁଷ୍ଠାନ ସାମାଜିକ ବିକାଶ ପାଇଁ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନ ସମ୍ପୂର୍ଣ୍ଣ ଭାବରେ ଲେଖକ ଓ ପାଠକ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ନିଶୁଳ୍କ ବା ଦେୟମୁକ୍ତ ।
ଅନୁଷ୍ଠାନର ନିଷ୍ପତି କ୍ରମେ ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା ଓ ବିକାଶ ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଆମ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ବିକାଶ ପାଇଁ ଆପଣଙ୍କ ସାହାଯ୍ୟ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ଆପଣ ସିଧାସଳଖ ଅନୁଷ୍ଠାନ ଆକାଉଣ୍ଟ କୁ NEFT,RTGS & UPI ମାଧ୍ୟମରେ Contribution/Donations କରିପାରିବେ ଏହା ସମ୍ପୂର୍ଣ୍ଣ Tax Free. ସାହାଯ୍ୟ ପଠାଇବା ପରେ ଆପଣ Whatsapp No- 9437088475 ରେ screen Short ନିଶ୍ଚିନ୍ତ ପଠାଇବେ ଅନୁଷ୍ଠାନର Register/ Cashbook ପ୍ରସ୍ତୁତି ନିମନ୍ତେ । ଏବଂ ଅନୁଷ୍ଠାନ ପକ୍ଷରୁ ଦାତାଙ୍କ ନାମ ସାର୍ବଜନୀନ କରାଯିବ ଏବଂ ପ୍ରଶଂସିତ କରାଯିବ ଯେଉଁ ଦାତା ଚାହିଁବେ ସେମାନଙ୍କ ନାମ ବି ଗୋପନ ରଖିପାରିବେ ।
Bank Name - State Bank of India
Branch- Kendrapara
Account Name-
Mata E Patrika And Shri Radhakrushna Sahitya Sansad
A/cNo- 44929753736
IFSC CODE- SBIN0000112
ଆମ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ବିକାଶ ପାଇଁ ଆପଣଙ୍କ ସକ୍ଷମ ଅନୁଯାୟୀ ଅନୁଷ୍ଠାନକୁ ସ୍ଵଇଚ୍ଛାରେ ମୁକ୍ତ ହସ୍ତରେ ସହାଯ୍ୟ/ଦାନ କରନ୍ତୁ । ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ନିଜକୁ ସହଭାଗିତା କରନ୍ତୁ । ଏହା ବାଧ୍ୟତାମୂଳକ ନୁହେଁ। “ ମୁଁ ଓଡିଆ ମୋ ଭାଷା ଓଡିଆ “, “ ଜୟ ଉତ୍କଳ ଜୟ ମୋ ଓଡିଆ ଭାଷା ସାହିତ୍ୟ”
ଆପଣଙ୍କ ସାହାଯ୍ୟ ଅପେକ୍ଷାରେ
ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ଓ ମାତା ଇ ପତ୍ରିକା ପରିବାର
Visit: www.matamagazine.org
ଯୋଗାଯୋଗ : 9437088475
ପତ୍ରିକା ପାଇଁ ଲେଖା ପଠେଇବାର ନିୟମାବଳୀ
ନମସ୍କାର,
ପ୍ରିୟ ଲେଖକ, ଲେଖିକା ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ପକ୍ଷରୁ ପ୍ରତି ମାସରେ "ମାତା " ସାହିତ୍ୟ ଇ-ପତ୍ରିକା ପ୍ରକାଶିତ ହେଉଛି । ଆପଣମାନେ ଓଡିଆ ଭାଷାରେ ସ୍ଵରଚିତ କବିତା, ଗଳ୍ପ, ପ୍ରବନ୍ଧ ଆଦି ପଠେଇ ପାରିବେ ।
ଲେଖା ପଠେଇବାର ନିୟମାବଳୀ –
୧- ପ୍ରତି ମାସ ୧ ରୁ ୫ ତାରିଖ ଭିତରେ ପଠାଯାଇଥିବା ଯୋଗ୍ୟ ବିବେଚିତ ଲେଖା ହିଁ ଆଗାମୀ ମାସ ପତ୍ରିକାରେ ପ୍ରକାଶିତ ହେବ।
୨- ପତ୍ରିକାଟି ପ୍ରତିମାସ ପ୍ରଥମ ରବିବାରରେ ପ୍ରକାଶିତ ହେଉଛି ।
୩- ମାତା ' ପତ୍ରିକା ନିମନ୍ତେ ପଠେଇଥିବା ଲେଖା ଗୁଡିକର ନକଲ ନିଜ ପାଖରେ ରଖିବେ, କାରଣ ଅପ୍ରକାଶିତ ହୋଇଥିବା ଲେଖା ଫେରସ୍ତ କରାଯିବାର ସୁବିଧା ନାହିଁ ।
୪- ଅନ୍ୟ ପତ୍ରିକା ପାଇିଁ ଦେଇଥିବା ଲେଖା ମାତା’ ପତ୍ରିକା ପାଇିଁ ପଠାନ୍ତୁ ନାହିଁ।
୫- ଲେଖା ଗୁଡିକ ଓଡିଆରେ ଟାଇପ୍ କରି ହ୍ୱାଟସ୍ ଆପ ମାଧ୍ୟମରେ ପଠେଇବାକୁ ଅନୁରୋଧ।
୬ - ଲେଖା ସହିତ ଆପଣଙ୍କ ପାସପୋର୍ଟ ସାଇଜ଼ ଫଟୋ, ଠିକଣା ଓ ମୋବାଇଲ୍ ନମ୍ବର ନିଶ୍ଚିନ୍ତ ପଠାଇବାକୁ ଭୁଲିବେ ନାହିଁ।
୭- ଲେଖାକୁ ନେଇ ଉପୁଜୁଥିବା ସମସ୍ୟାରେ ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ଉତ୍ତରଦାୟୀ ରହିବ ନାହିଁ ।
ଆମ ଠିକଣା:
ଡ. ଆଶୁତୋଷ ଦେବୀପ୍ରସାଦ ରାଉତ
ପ୍ରତିଷ୍ଠାତା ଓ ସମ୍ପାଦକ
ମାତା ' ଇ - ପତ୍ରିକା
ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଓଡ଼ିଶା,
Whats App: 9437088475
Telephone : 06725-226475
ମେଲ : matapatrika@gmail.com
ବିଜ୍ଞପ୍ତି
ଆସନ୍ତା ଅପ୍ରେଲ ମାସ ୨୬ ତାରିଖ ରବିବାର ଏକ ଶୀର୍ଷକ ଭିତ୍ତିକ ପ୍ରବନ୍ଧ ଆସର ଆୟୋଜିତ କରାଯିବ। ମାତ୍ର ୨୦ ଜଣ ପ୍ରାବନ୍ଧିକ ଅଂଶ ଗ୍ରହଣ କରିପାରିବେ। ୨୫୦ ଶବ୍ଦ ମଧ୍ୟରେ ପ୍ରବନ୍ଧ ଲେଖିବାକୁ ଦିଆଯିବ। ଆସର ରେ ଅଂଶ ଗ୍ରହଣ କରି ଶୀର୍ଷକ ଭିତ୍ତିକ ପ୍ରବନ୍ଧ ଲେଖିଥିବା ପ୍ରାବନ୍ଧିକଙ୍କୁ ଅପ୍ରେଲ ୨୮ ତାରିଖରେ "ମଧୁବାବୁ ସାରସ୍ୱତ ସମ୍ମାନ- ୨୦୨୬" ପ୍ରଦାନ କରାଯିବ ।
ଆପଣଙ୍କ ପାଇଁ
ଭିଡିଓ ଗ୍ୟାଲେରୀ
ବିଜ୍ଞାପନ
ବିଜ୍ଞାପନ